Jump to content

ପିଣ୍ଡାର

ଉଇକିଅଭିଧାନ‌ରୁ

ପିଣ୍ଡାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶାକବିଶେଷ — ୧. A kind of pot herb.

[ଦ୍ରଷ୍ଟବ୍ୟ —ଏହା ଶୀତଳ ଓ ପିତ୍ତନାଶକ ହିନ୍ଦୀ - ଶ.]

୨. କ୍ଷପଣକ (ହିନ୍ଦୀ - ଶ.) — ୨. A Buddhist mendicant.
୩. ଗୋପ; ଗୋରୁ ଜଗୁଆଳ (ହିନ୍ଦୀ - ଶ.) — ୩. Cowhered.
୪. ବିକଙ୍କତ. ବୃକ୍ଷ (ହିନ୍ଦୀ - ଶ.); ଭଇଞ୍ଚ (ଦେଖ) - ୪. Bhain̄cha (See)