ପିଣ୍ଡାରକ
ଦେଖଣା
ପିଣ୍ଡାରକ
ଉଚ୍ଚାରଣ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]- ୧. ମହାଭାରତୋକ୍ତ ଦ୍ୱାରକାସ୍ଥିତା ହିନ୍ଦୁମାନଙ୍କର ତୀଥ— ବିଶେଷ —୧. Name of a place of pilgrimage in W. India.
[ଦ୍ରଷ୍ଟବ୍ୟ —ଏହା ଗୁଜରାଟରେ ସମୁଦ୍ର କୂଳଠାରୁ ପ୍ରାୟ ଏକ କ୍ରୋଶ ଦୂରରେ ଅବସ୍ଥିତ ସ୍ପନ୍ଦ ପୁରାଣ, ଲିଙ୍ଗ ପୁରାଣ ଓ ମହାଭାରତରେ ଏଥିରେ ଉଲ୍ଲେଖ ଅଛି କଥିତ ଅଛି ଯେ ଏ ତୀର୍ଥରେ ସ୍ଥାନ କରି ପାଣ୍ଡବ ଗୋହତ୍ୟା ପାପରୁ ମୁକ୍ତି ଲାଭ କରିଥିଲେ ହିନ୍ଦୀ - ଶ.]
- ୨. ବସୁଦେବ ଓ ରୋହିଣୀଙ୍କର ଏକ ପୁତ୍ର (ହିନ୍ଦୀ - ଶ.) — ୨. Name of a son of Basudeba.
- ୩. ନାଗବିଶେଷ (ହିନ୍ଦୀ - ଶ.) — ୩. Name of a mythological serpent.