Jump to content

ପିଣ୍ଡାଳୁ

ଉଇକିଅଭିଧାନ‌ରୁ

ପିଣ୍ଡାଳୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହାତିଖୋଜିଆ ଦେଶୀ ଆଳୁ — Yam; sweet potato; Discova Globosa; Batatas Esculatus.

[ଦ୍ରଷ୍ଟବ୍ୟ — ଏହାର ମୂଳ ହାତୀ ଗୋଡ଼ତଳେ ଭଳି ଗୋଲ; ଏହି ଆଳୁକୁ ତିଅଣ କରି ଖିଆଯାଏ ବୈଦ୍ୟକ ମତରେ ଏହା ମଧୁରସ, ଶୀତବର୍ଯ୍ୟ ବୃଷ୍ୟ, ସନ୍ତର୍ପଣ ଏହା ମୂତ୍ର— କୃଛ୍ର, ଦାହ, ଶୋଷ ଓ ପ୍ରମେହ ନାଶ]