Jump to content

ପିଣ୍ଡା ବସା

ଉଇକିଅଭିଧାନ‌ରୁ

ପିଣ୍ଡା ବସା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁ. (ଯେଉଁ ବ୍ୟକ୍ତି କାମ କରିବାକୁ ଘରୁ ନ ବାହାରି ସର୍ବଦା ପିଣ୍ଡା ଉପରେ ବସିଥାଏ)

[ସମ୍ପାଦନା]

ଅଳସୁଆ; ନିଖଟ(ବ୍ୟକ୍ତି) —Idle (person).