Jump to content

ପିଣ୍ଡିକା

ଉଇକିଅଭିଧାନ‌ରୁ

ପିଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଣ୍+କ+ଆ)

[ସମ୍ପାଦନା]
୧. ପିଣ୍ଡି (ଦେଖ) - ୧. Piṇḍi (See)
୨. ବଡ଼ ଆବୁ; ଗୋଟାଳିଆ ମାଂସବୃଦ୍ଧି — ୨. Round fleshy swelling.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେବତାଙ୍କ ପାଦପୀଠରେ ଦର୍ଶକ ଦର୍ଶନ କଲା ବେଳେ ଦେବା ଭେଟୀ — ୧. Present given to a Deity at the pedestal when a person pays a visit.
୨. କୌଣସି ବ୍ୟକ୍ତିକୁ ଦିଆଯିବା ଭେଟୀ ବା ଉତ୍କୋତ — ୨. Present or bride given to person.
୩. ଖଣ୍ଡଖଣ୍ଡ ଦାନା ବିଶିଷ୍ଟ କସ୍ତୁରୀ (କବିରାଜ ହରେକୃଷ୍ଣ ଦ୍ରବ୍ୟଗୁଣ) —୩. Musk with big grains.
୪. ଶ୍ୱେତାମ୍ଳିକା (ହିନ୍ଦୀ - ଶବ୍ଦସାଗର) ;ତିନ୍ତୁଳି — ୪. Tamarind.