Jump to content

ପିଣ୍ଡିକା ଚଢ଼େଇବା

ଉଇକିଅଭିଧାନ‌ରୁ

ପିଣ୍ଡିକା ଚଢ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦେବତାଙ୍କୁ ଦର୍ଶନ କଲା— ବେଳେ ତାଙ୍କ ପାଦପୀଠରେ ଭେଟି ରଖିବା —୧. To place a gift of money at the pedestal of Deity.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଧନାଦି ଭେଟି ବା ଉତ୍କେଚ ଦେବା — ୨. To give a present or bride to a person.