ପିଣ୍ଡିଳ
ଦେଖଣା
ପିଣ୍ଡିଳ
ଉଚ୍ଚାରଣ
[ସମ୍ପାଦନା](ପିଣ୍ଡିଳା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପିଣ୍ଡି+ ଳ)
[ସମ୍ପାଦନା]- ୧. ମୋଟା ଗୋଡ଼ଭଣ୍ଡା— ବିଶିଷ୍ଟ (ବ୍ୟକ୍ତି) —୧. Having large calves (Apte).
- ୨. ଗଣନାରେ ଦକ୍ଷ —୨. Skilled in calculations (Apte).
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଗଣକ; ଜ୍ୟୋତିଷ — ୧. Astronomer; fortune-teller.
- ୨. ପୋଲ; ସେତୁ —୨. Bridge.
- ୩. ମାଟିଗଦା; ସ୍ତୂପ —୩. Mound.