ପିଣ୍ଡୀଶୂର
ଦେଖଣା
ପିଣ୍ଡୀଶୂର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ପିଣ୍ଡି= ଆପଣା ପିଣ୍ଡାରେ ଶୂର=ବୀର; ତୁଳନା - ଡିହ କୁତୀ)
[ସମ୍ପାଦନା]- ୧. ଯେ ଆପଣା ଦୁଆର ମୁହଁରେ ବୀରତ୍ୱ ଦେଖାଏ କିନ୍ତୁ ବାହାରକୁ ଗଲେ; ଗେହେଶ୍ୱର; ଡିହକୁତା —୧. A person who brags of his bravery at his threshold; a braggart.
- ୨. କାପୁରୁଷ —୨. A coward; poltroon.
- ୩. (ପିଣ୍ଡୀ=ଅନ୍ନପିଣ୍ଡ ଖାଇବା ବିଷୟରେ ଶୂର=ବୀର) ଭୋଜନ— ପଟୁ; ପେଟୁ —୩. A glutton; a greedy person.