Jump to content

ପିଣ୍ଡୁଳା

ଉଇକିଅଭିଧାନ‌ରୁ

ପିଣ୍ଡୁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପିଣ୍ଡ)

[ସମ୍ପାଦନା]
୧. ଗୋଲାକାର କରାଯାଇଥିବା ମାଟି ବା କାଦୁଅ —୧. A lump of clay.

ଚିନ୍ତାଏ ମାଟି ପିଣ୍ଡୁଳାଏ ଜୀବନ ରଖେ ତୃପ୍ତି କିଏ—ଜଗନ୍ନାଥ ଭାଗବତ

୨. ଗୋଳା —୨. A ball; a round lamp.

ପୁଣି ମାଂସ ପିଣ୍ଡୁଳାକୁ ସେ ମହାଭାଗ ଜଳ ସିଞ୍ଚଣ କରାଇଲେ ଶତଭାଗ— କୃଷ୍ଣସିଂହ ମହାଭାରତ—ଆଦି