ପିଣ୍ଡ ଲୋପ ହେବା
ଦେଖଣା
ପିଣ୍ଡ ଲୋପ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଣ୍ଡ ଲୋପ ହେବା
|
କୁଳ ବୁଡ଼ିଯିବା; ନିର୍ବଂଶ ହେବା — The extinction of a family.
ପାର୍ବତୀତ ଆମ୍ଭଙ୍କୁ ଦେଇଛନ୍ତି ଶାପ ଆମ୍ଭଏ ମଲେ ଆମ୍ଭର ପିଣ୍ଡ ହେବ ଲୋପ କୃଷ୍ଣସିଂହ. ମହାଭାରତ, ଅନୁଶାସନ.