Jump to content

ପିତଳ

ଉଇକିଅଭିଧାନ‌ରୁ

ପିତଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିତ୍ତଳ)

[ସମ୍ପାଦନା]
୧. ପିତ୍ତଳ; ମିଶ୍ରିତ ଧାତୁବିଶେଷ — ୧. Brass.
୨. ପିତ୍ତଳରେ ନିର୍ମିତ ପରିମାଣ ପାତ୍ର; ଗଉଣୀ — ୨. A measure made of brass.