ପିତାତରଡ଼ା
ଦେଖଣା
ପିତାତରଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିତାତରଡ଼ା
|
(ପିତାତୋରଡ଼ା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିକ୍ତ ତୁଣ୍ଡିକେରୀ)
[ସମ୍ପାଦନା]ଜହ୍ନି ପରି ତିକ୍ତସ୍ୱାଦ ଏକପ୍ରକାର ଆରଣ୍ୟ ଲତାଫଳ —A cucubitaceous fruit growing wild; Luffa-amera; Luffa-pluckiliana (Haines).