Jump to content

ପିତାମଶିଆ

ଉଇକିଅଭିଧାନ‌ରୁ

ପିତାମଶିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଗୋଲ ଆଳୁ ପରି ଏକ— ପ୍ରକାର ବନ୍ୟମୂଳ —A kind of wild root like potato.

[ଦ୍ରଷ୍ଟବ୍ୟ —ଗଛ ଆଳୁ ଲତାପରି ମାଡ଼ିଥାଏ ମୂଳକୁ ଗରିବ ଲୋକେ (ଶଅର, କନ୍ଧ ପ୍ରଭୃତି) ମହର୍ଗ କାଳରେ ପାଣିରେ ସିଝାଇ ଗାଳି ଚକଟି କରି ଖାଆନ୍ତି]