Jump to content

ପିତାଶୁଣୀ

ଉଇକିଅଭିଧାନ‌ରୁ

ପିତାଶୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

(ପିଶାଚିନୀ)—ପିତାଶର ସ୍ତ୍ରୀଲିଙ୍ଗ — Feminine of Pitāṡa.

ଆଡ଼ିରେ ଅନେକ ପିତାଶୁଣୀ—ଫକୀରମୋହନ ଛମାଣ ଆଠଗୁଣ୍ଠ