Jump to content

ପିତା ଲାଗିବା

ଉଇକିଅଭିଧାନ‌ରୁ

ପିତା ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତିକ୍ତ ବୋଧ ହେବା — ୧. To taste bitter.
୨. (ଲକ୍ଷଣାର୍ଥ, କୌଣସି ବିଷୟ) ଅସୁଖକର ବୋଧ ହେବା — ୨. (Fig) To feel unpleasant.

ରାବଣର ରାଣୀ ହେବୁ ତତେ ପିତା ଲାଗୁଚି ନୀଳକଣ୍ଠ ଦାଶ ପିଲାଙ୍କରାମାୟଣ