Jump to content

ପିତା ଶାଗ

ଉଇକିଅଭିଧାନ‌ରୁ

ପିତା ଶାଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଣି ମରିଯାଇଥିବା ପଡ଼ିଆରେ ଜନ୍ମିବା ଏକ— ପ୍ରକାର ତିକ୍ତ ବର୍ଷାୟୁ ଶାକ —A pot harb growing in meadows; Erythrea Roxburghii; Mollugo spergula. (Kirtikar)

[ଦ୍ରଷ୍ଟବ୍ୟ —ପତ୍ର ଅଭିମୁଖୀ; ଫୁଲ ଛୋଟ; ଶୀତ ଦିନେ ଫୁଟେ; ଫଳ ଫାଟିଯାଏ ଏହା ପିତ୍ତ, କଫ, କାମଳ, ପାଣ୍ଡୁ ଓ ପ୍ଳୀହାନାଶକ]