Jump to content

ପିତା ଶୁଖୁଆ

ଉଇକିଅଭିଧାନ‌ରୁ

ପିତା ଶୁଖୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିତ କଢ଼ା ହୋଇ ନ ଥିବା କେରାଣ୍ଡି ଆଦି ସାନ ମାଛର ଶୁଖୁଆ — A kind of small dry fish.

[ଦ୍ରଷ୍ଟବ୍ୟ —ଏହା ପିତା ଲାଗେ ବୋଲି ଏ ନାମ]