ପିତୁଳା
ଦେଖଣା
ପିତୁଳା
ଉଚ୍ଚାରଣ
[ସମ୍ପାଦନା](ପିତୁଳି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବି—(ସଂସ୍କୃତ - ପୁତ୍ରିକା, ପ୍ରା. ପୁତ୍ତଳିକା)
[ସମ୍ପାଦନା]- ୧. ପ୍ରତିମା; ମୂର୍ତ୍ତି —୧. Image; idol.
ଲେଖଇ ସଂସାରେ ନ ରଖି ତୁଳା ପ୍ରତିଦିଗେ ପ୍ରିୟଜନ ପିତୁଳା—କବିସୂର୍ଯ୍ୟ କବିତା
ଅନୁବାଦ
[ସମ୍ପାଦନା]ପିତୁଳା
|
- ୨. ପୁତ୍ତଳିକା; କଣ୍ଡେଇ —୨. Doll.
- ୩. ଆଖିର ପୁଅ —୩. The pupil of the eye.
- ୪. (ଲକ୍ଷଣାର୍ଥ) ଆଖିର ପୁଅ ପରି ଅତି ପ୍ରିୟ ବ୍ୟକ୍ତି — ୪. (Fig) One's dearest of most beloved person.