ପିତୁଳା କନ୍ଦାଇବା
ମୁମୂର୍ଷୁ ରେଗୀର ମୃତ୍ୟୁର ଅବ୍ୟବହିତ ପୂର୍ବେ ଆଖିରୁ ଲୁହ ବୋହିବା — The sheding of tears of a diseased person just before death.
(ଯଥା—ୟାକୁ ପିତୁଳା କନ୍ଦେଇଲାଣି, ଏ ଆଉ ବଞ୍ଚିବ ନାହିଁ)