ପିତୁଳିଆ
ଦେଖଣା
ପିତୁଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିତୁଳିଆ
|
(ପିତ୍ତୁଳିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ତିକ୍ତରୁ)
[ସମ୍ପାଦନା]- ୧. ପିତାଳିଆ; ଈଷତ୍ ତିକ୍ତ — ୧. Slightly bitter in taste.
- ୨. (ସଂସ୍କୃତ - ପିତ୍ତଳ) ପିତ୍ତଳ ସମ୍ୱନ୍ଧୀୟ — ୨. Brasy; brazen.
- ୩. ପିତ୍ତଳ ରଙ୍ଗଯୁକ୍ତ —୩. Of brassy colour.
- ୪. ପିତ୍ତଳ ମିଶ୍ରିତ — ୪. Mixed or alloyed with brass.
- ୫. ପିତ୍ତଳ ବାସନରେ ରହିବା ଯୋଗୁଁ ଉକୁଟେଇ ଯାଇଥିବା (ଖଟା ଦ୍ରବ୍ୟ) —୫. That which has become spoiled in taste owing to being kept in a brass vessel.