Jump to content

ପିତୃକ

ଉଇକିଅଭିଧାନ‌ରୁ

ପିତୃକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପିତୃ+କ)

[ସମ୍ପାଦନା]
୧. ପୈତୃକ; ପିତୃ ସମ୍ୱନ୍ଧୀୟ —୧. Paternal.
୨. ପିତୃ ପୁରୁଷଙ୍କଠାରୁ ପ୍ରାପ୍ତ ବା ଆଗତ — ୨. Handed down from one's ancestors; ancestral.