ପିତୃଗଣ
ଦେଖଣା
ପିତୃଗଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ପୂର୍ବ ପୁରୁଷଗଣ; ବଡ଼ବଡ଼ୁଆ; ପିତୃଲୋକ — ୧. One's ancestors.
- ୨. ମନୁଷ୍ୟମାନଙ୍କର ପୂର୍ବ ପୁରୁଷଙ୍କର ୧୫:ଟି ଶ୍ରେଣୀ — ୨. ୧୫ classes of Progenitors of the universe; the manes.
[ଦ୍ରଷ୍ଟବ୍ୟ —ଅଗ୍ନିସ୍ୱାତ୍ତାଦି ସପ୍ତ ଓ ମରୀଚି ପ୍ରଭୃତି ଅଷ୍ଟ ମୁନିଙ୍କ ଠାରୁ ଦେବ, ଦାନବ, ଯକ୍ଷ, ମାନବ ପ୍ରଭୃତିଙ୍କର ଉତ୍ପର୍ତ୍ତି ହୋଇଥିବାରୁ ଏମାନଙ୍କୁ ପିତୃଗଣ ବୋଲାଯାଏ ଏମାନେ ଦକ୍ଷ ପ୍ରଜାପତିଙ୍କଠାରୁ ଜାତ ଶାସ୍ତ୍ର ଅନୁସାରେ ଏହି ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ଗଣ ଅଛି ଗରୁଡ଼ପୁରାଣୋକ୍ତି ପିତୃମାନଙ୍କ ନାମ—ବିଶ୍ୱ, ବିଶ୍ୱଭୂକ, ଆରାମ୍ୟ, ଧର୍ମ, ଧନ୍ୟ ଧନ୍ୟ ଶୁଭାସନ, ଭୂମିଦ ଭୂମକୃତ ଭୂତି, କଲ୍ୟାଣ, କଲ୍ୟବ, କଲ୍ୟତର କଲ୍ୟତରାଶ୍ରୟ, କଲ୍ୟତାହେତୁ, ଅବଘ, ମହାନ, ମହାତ୍ମ୍ୟା, ମହିତ, ମହିମାବାନ, ମହାବଳ]