Jump to content

ପିତୃତୀର୍ଥ

ଉଇକିଅଭିଧାନ‌ରୁ

ପିତୃତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦକ୍ଷିଣ ହସ୍ତର ତର୍ଜନୀ ଓ ଅଙ୍ଗୁଷ୍ଠା ମୂଳ— ସ୍ଥିତ କରତଳର ଅଂଶ —୧. The part of the palm between the index finger and thumb of the right hand.

[ଦ୍ରଷ୍ଟବ୍ୟ —ଏହି ବାଟେ ପାତ୍ରୀରେ ତର୍ପଣ କରି ଜଳ ଦେଲେ ପିତୃଗଣ ଗ୍ରହଣ କରନ୍ତି]

୨. ଗୟାଧାମ —୨. Gay.

[ଦ୍ରଷ୍ଟବ୍ୟ —ଏଠାରେ ପିଣ୍ଡ ଦେଲେ ପିତୃପୁରୁଷମାନେ ପ୍ରେତ— ଯୋନିରୁ ମୁକ୍ତ ହୁଅନ୍ତି]