Jump to content

ପିତୃତ୍ୱ

ଉଇକିଅଭିଧାନ‌ରୁ

ପିତୃତ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ପିତୃ+ ଭାବେ. ତ୍ୱ)

[ସମ୍ପାଦନା]

ଜନକତ୍ୱ; କୌଣସି ଶିଶୁର ପ୍ରକୃତ ଜନକ ହେବାର ଅବସ୍ଥା —Paternity; the fact of being the actual father of a child; father-hood.