Jump to content

ପିତୃପ୍ରସୂ

ଉଇକିଅଭିଧାନ‌ରୁ

ପିତୃପ୍ରସୂ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପିତୃ+ପ୍ରସୂ=ମାତା)

[ସମ୍ପାଦନା]
୧. ପିତାମହୀ — ୧. Paternal grand mother.
୨. ମୁହଁସନ୍ଧ୍ୟା; ଗୋଧୂଳି ସମୟ — ୨. Twilight; evening.

[ଦ୍ରଷ୍ଟବ୍ୟ —ଏହି ସମୟରେ ପ୍ରେତ ବା ଭୂତମାନେ ପୃଥିବୀରେ ବିଚରଣ କରନ୍ତି]