Jump to content

ପିତୃବତ୍

ଉଇକିଅଭିଧାନ‌ରୁ

ପିତୃବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ କ୍ରି. ବିଶେଷଣ - (ପିତୃ+ତୁଲ୍ୟାର୍ଥେ ବତ୍)

[ସମ୍ପାଦନା]

ପିତୃତୁଲ୍ୟ —Like one's father.