Jump to content

ପିତୃବନ୍ଧୁ

ଉଇକିଅଭିଧାନ‌ରୁ

ପିତୃବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଆପଣା ପିତାଙ୍କର ବନ୍ଧୁ — ୧. Friend of one's father.
୨. (ସ୍ମୃତିଶାସ୍ତ୍ର) ପିତାଙ୍କ ସମ୍ପର୍କ ଯୋଗୁଁ ଯେ ଆପଣାର ବନ୍ଧୁ ଲେଖା ହୁଅନ୍ତି —୨. One's cognate kinsmen by the father's side.

[ଦ୍ରଷ୍ଟବ୍ୟ —ପିତାଙ୍କ ମାମୁଁପୁଅ, ମାଉସୀପୁଅ ଓ ପିଉସୀ ପୁଅ ଭାଇ]