ପିତୃମାତୃ
ଦେଖଣା
ପିତୃମାତୃ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଦ୍ୱନ୍ଦ)
[ସମ୍ପାଦନା]- ୧. ବାପ ଓ ମା — ୧. Parents.
[ଦ୍ରଷ୍ଟବ୍ୟ —ପିତୃ ଓ ମାତୃ ଶବ୍ଦର ଦ୍ୱନ୍ଦ ସମାସ ହେଲେ ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ 'ମାତାପିତୃ' ଶବ୍ଦ ଓ ତହିଁର ୧ମା ୨ ବଚନରେ 'ମାତାପିତରୌ' ହୁଏ କିମ୍ୱା ପିତରୌ ଶବ୍ଦ ହୁଏ ଏପରି ସ୍ଥଳରେ 'ପିତୃମାତୃ' ଶବ୍ଦ ପ୍ରୟୋଗ ଅଶୁଦ୍ଧ ଓ ୬ଷ୍ଠୀ ତତ ପୁରୁଷରେ ନିଷ୍ପନ୍ନ ପିତୃ ମାତୃ ଶବ୍ଦ (ଯାହାର ୧ମା ୧ବଚନରେ ରୂପ ପିତୃମାତା)ର ଅର୍ଥ ବାପଙ୍କ ମାତା ବା ପିତାମହୀ ମାତାପିତୃହୀନ ତଳେ ଥିବା ନୋଟ ଦେଖ]
- ୨. ଅନ୍ୟ ବ୍ୟକ୍ତି ପିତା ମାତା ଆଦିଙ୍କ ନାମ ଧରିବା (ଗାଳି ଦେବା) ୨. Calling names to another person's father and mother.
(ଯଥା—ତୁ ମତେ ମାଇଲେ ମୁଁ ତୋ ପିତୃମାତୃ ରଖିବି ନାହିଁଟି !)