ପିତୃଲୋକ
ଦେଖଣା
ପିତୃଲୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ସ୍ୱର୍ଗରେ ପିତୃଗଣଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ; ଚନ୍ଦ୍ରଲୋକ — ୧. The world or habitation set apart for the souls of the deceased ancestors.
- ୨. ପିତୃଗଣ —୨. Deceased progenitors of the world.
- ୩. ଆପଣାର ମୃତ ପୂର୍ବପୁରୁଷ — ୩. One's departed ancestors.