ପିତୃ ଦାୟ
ପୁତ୍ର ପିତାଙ୍କ ଅନ୍ତେ ପାଇବା ସମ୍ପତ୍ତି; ପୈତୃକ ସମ୍ପତ୍ତି —Patrimony.
ଆପଣାର ମୃତ ପିତାଙ୍କ ଶୁଦ୍ଧ ଶ୍ରାଦ୍ଧାଦି କରିବାର ଦାୟିତ୍ୱ ବା ଭାର —The obligation perform the obsequial rights to one's deceased father.