Jump to content

ପିତୃ ଦେବ

ଉଇକିଅଭିଧାନ‌ରୁ

ପିତୃ ଦେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ)

[ସମ୍ପାଦନା]
୧. ଦେବତାରୂପେ କଳ୍ପିତ ନିଜର ପିତା —୧. One's father regarded as a deity.
୨. (୬ଷ୍ଠୀ ତତ୍)—ପିତାଙ୍କୁ ପୂଜା କରିବା — ୨. Worshipping a father.