Jump to content

ପିତୃ ପକ୍ଷ

ଉଇକିଅଭିଧାନ‌ରୁ

ପିତୃ ପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଶ୍ୱିନ କୃଷ୍ଣପକ୍ଷ —୧. The dark fortnight of Āṡwina.

[ଦ୍ରଷ୍ଟବ୍ୟ —ଏହି ୧୫: ଦିନ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ମହାଳୟା ଶ୍ରାଦ୍ଧ କରାଯାଏ]

୨. ଆତ୍ମୀୟ ପିତୃ ସମ୍ୱନ୍ଧୀୟ ସ୍ୱଜନାଦି —୨. One's paternal relation; relatives connected through one's father.