Jump to content

ପିତୃ ପୈତାମହ

ଉଇକିଅଭିଧାନ‌ରୁ

ପିତୃ ପୈତାମହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପିତୃପିତାମହ+ଅ)

[ସମ୍ପାଦନା]
୧. ପୂର୍ବପୁରୁଷ ସମ୍ୱନ୍ଧୀୟ — ୧. Ancestral.
୨. ପୂର୍ବପୁରୁଷ ପରମ୍ପରାଗତ — ୨. Descended from one's distant ancestors.
୩. ପିତୃପିତାମହଙ୍କ ତ୍ୟକ୍ତ (ସମ୍ପତ୍ତି) — ୩. Inherited from one's father and grand-father.