Jump to content

ପିତୃ ମାତୃ ହୀନ

ଉଇକିଅଭିଧାନ‌ରୁ

ପିତୃ ମାତୃ ହୀନ

ଉଚ୍ଚାରଣ

[ସମ୍ପାଦନା]
(ପିତୃମାତୃହୀନା—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ.

[ସମ୍ପାଦନା]

ମାତାପିତୃହୀନ; ମାଆ ବାପ ନ ଥିବା (ବ୍ୟକ୍ତି) —Orphan; bereft of parents.

[ଦ୍ରଷ୍ଟବ୍ୟ —ଏହା ଅଶୁଦ୍ଧ; ଶୁଦ୍ଧ ଶବ୍ଦ—'ମାତାପିତ ହୀନ']