ପିତୃ ଯଜ୍ଞ
ଦେଖଣା
ପିତୃ ଯଜ୍ଞ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ପିତୃଲୋକଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରାଦ୍ଧ ତର୍ପଣାଦି — ୧. Obsequial offerings to one's ancestors.
- ୨. ଗୃହସ୍ଥର ପ୍ରତିଦିନ କର୍ତ୍ତବ୍ୟ ପିତୃତର୍ପଣ ଓ ବୈଶ୍ୱଦେବ — ୨. The daily rituals offered to one's ancestors.
[ଦ୍ରଷ୍ଟବ୍ୟ —ପିତୃଯଜ୍ଞାଦି ପଞ୍ଚଯଜ୍ଞ ପ୍ରତ୍ୟହ ଗୃହସ୍ଥର କର୍ତ୍ତବ୍ୟ— ବ୍ରହ୍ମଯଜ୍ଞ—ବେଦାଧ୍ୟୟନ; ପିତୃଯଜ୍ଞ—ପିତୃତର୍ପଣ; ଦେବଯଜ୍ଞ— ଅଗ୍ନିହୋତ୍ର; ଭୂତଯଜ୍ଞ—ଭୂତବଳି; ନୃଯଜ୍ଞ—ଅତିଥିସେବା]