Jump to content

ପିତୃ ଯାନ

ଉଇକିଅଭିଧାନ‌ରୁ

ପିତୃ ଯାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ପିତୃଗଣଙ୍କର ଚନ୍ଦ୍ରଲୋକକୁ ଯିବାର ମାର୍ଗ —୧. The path of the departed ancestors to the lunar heaven ascribed to them.
୨. ପୁଣ୍ୟାତ୍ମା ଲୋକଙ୍କୁ ମୃତ୍ୟୁ ପରେ ସ୍ୱର୍ଗକୁ ନେଇ ଯିବାପାଇଁ ଦେବଲୋକରୁ ପଠାଯିବା ରଥ — ୨. A car which descends from heaven to take up the souls of the departed ancestors on their death.
୩. ଦକ୍ଷିଣାୟନ କାଳ — ୩. The period during which the sun moves towards the south of the eqyator.