ପିତୃ ସମ୍ୱତ୍ସର
ଦେଖଣା
ପିତୃ ସମ୍ୱତ୍ସର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପିତାଙ୍କର ମୃତ୍ୟୁ ଦିବସଠାରୁ ଏକ ବର୍ଷ ସମୟ — Period of one year from the death of one's father.
[ଦ୍ରଷ୍ଟବ୍ୟ —ଏହି ବର୍ଷକ ମଧ୍ୟରେ ପିତାଙ୍କୁ ପ୍ରତି ମାସରେ ଶ୍ରାଦ୍ଧ ଦେବାକୁ ହୁଏ ବୋଲି ଏ ସମୟରେ କ୍ରିୟା ଧରିଥିବା ପୁତ୍ର ଅନ୍ୟ ଗୃହସ୍ଥର ପାକରେ ଭୋଜନ କରେ ନାହିଁ
ଆଉ ମଧ୍ୟ ଲୋକଙ୍କର ବିଶ୍ୱାସ ଯେ ଏହି ବର୍ଷକ ମଧ୍ୟରେ ପୁତ୍ରକୁ ନାନା ଦୁଃଖ ଭୋଗ କରିବାକୁ ପଡ଼େ ଓ ଏ ଏକ ବର୍ଷକାଳ ଟପି ଗଲେ ଦୁଃଖ କମିଯାଏ]