Jump to content

ପିତୃ ସ୍ଥାନୀୟ

ଉଇକିଅଭିଧାନ‌ରୁ

ପିତୃ ସ୍ଥାନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]
୧. ପିତୃତୁଲ୍ୟ; ପିତାଙ୍କ ପରି ମାନନୀୟ — ୧. Standing in relatioship of a father to a person; deserving to be honoured like one's father.

[ଦ୍ରଷ୍ଟବ୍ୟ —ଶ୍ରାସ୍ତ୍ର ଅନୁସାରେ—ଅନ୍ନଦାତା, କନ୍ୟାଦାତା, ଭୟତ୍ରାତା, ଜ୍ୟେଷ୍ଠଭ୍ରାତା ଓ ଦୀକ୍ଷାଗୁରୁ ଏମାନେ ଆପଣା ପିତୃସ୍ଥାନୀୟ ଅଟନ୍ତି]

୨. ଆପଣାର ଅଭିଭାବକ; ମୁରବ୍ୱି — ୨. One's guardian.
୩. ଗୁରୁଜନ —୩. One's elders.