Jump to content

ପିତ୍ତଳ

ଉଇକିଅଭିଧାନ‌ରୁ

ପିତ୍ତଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପିତ୍ତ=ପିତ୍ତର ବର୍ଣ୍ଣ+ଲା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ତାମ୍ର ଓ ସୀସା ମିଶ୍ରିତ ଧାତୁ ବିଶେଷ — ୧. Brass.
୨. ଭୂର୍ଜ୍ଜ ପତ୍ର —୨. The bark of birch tree.
୩. ହରିତାଳ —୩. Yellow orpiment.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପିତ୍ତଯୁକ୍ତ; ପୈତ୍ତିକ —Bilous.