ପିତ୍ତା ବାଦାମ
ଏକପ୍ରକାର ବାଦାମ — A kind of bitter almond.
[ଦ୍ରଷ୍ଟବ୍ୟ —ଏହା ଖାଇଲେ ଦୃଷ୍ଟିଶକ୍ତି ବର୍ଦ୍ଧିତ ହୁଏ ଓ ଅଶ୍ମରୀ ଚୂର୍ଣ୍ଣିତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ]