Jump to content

ପିତ୍ତ ଖସାଇ ଦେବା

ଉଇକିଅଭିଧାନ‌ରୁ

ପିତ୍ତ ଖସାଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ପିତ୍ତ ଖସା(ସେ)ଇବା, ପିତ୍ତ ଉତାରିବା, ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ପତ୍ତାଧିକ୍ୟଜନିତ ରାଗକୁ ଶାନ୍ତ କରାଇବାପାଇଁ ଉପଚାର କରିବା — To cause a person's anger to subside by checking him.
୨. (ଗାଳିରେ ବ୍ୟବହୃତ) ଥଣ୍ଡା କରାଇବାଚ ଶିକ୍ଷା ଦେବା — ୨. To teach a lesson to a person.