ପିତ୍ତ ଦେହୀ
ଦେଖଣା
ପିତ୍ତ ଦେହୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିତ୍ତ ଦେହୀ
|
(ପିତ୍ତ ଧାତୁ—ଅନ୍ୟରୂପ)
ଦେଶଜ - ବଣ. ପୁଂ. ଓ ସ୍ତ୍ରୀ
[ସମ୍ପାଦନା]ଯେଉଁ ଲୋକର ଦେହରେ ପିତ୍ତ ଧାତୁ ଅଧିକ ଥାଏ —Bilious or choleric (person).
[ଦ୍ରଷ୍ଟବ୍ୟ —ପିତ୍ତଦେହୀ ଲୋକମାନେ କ୍ଷୀଣମାନେ କ୍ଷୀଣଶରୀର, ହଠାତ୍ ରାଗୀ, ଅବ୍ୟବସ୍ଥିତଚିତ୍ତ ଓ କାମାତୁର ହୁଅନ୍ତି ବୋଲି ଲୋକବିଶ୍ୱାସ]