ପିତ୍ତ ପାଙ୍ଗୁଳା
ଦେଖଣା
ପିତ୍ତ ପାଙ୍ଗୁଳା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ.
[ସମ୍ପାଦନା]- ୧. ସାମୟିକ ବାତୁଳ — ୧. Maniao; temporarily insane.
- ୨. ଚିଡ଼ଲ —୨. Choleric; sulky.
- ୩. ଯେ ସାମୟିକ ବାତୁଳ ପ୍ରାୟ ଏଣୁ ତେଣୁ ବକେ; ବାଚାଳ — ୩. One who becomes excited and talkative on occasions.
(ପିତ୍ତପାଙ୍ଗୁଳି, ପିତ୍ତପାଙ୍ଗୁଳିଆ, ପିତ୍ତପାଙ୍ଗୁଳା, ପିତ୍ତପାଙ୍ଗୁଳି, ପିତ୍ତ— ପାଙ୍ଗୁଳିଆ—ଅନ୍ୟରୂପ)
(ପିତ୍ତପାଙ୍ଗୁଳୀ, ପିତ୍ତାପାଙ୍ଗୁଳେଈ, ପିତ୍ତପାଙ୍ଗୁଳୀ, ପିତ୍ତପାଙ୍ଗୁଳେଈ—ସ୍ତ୍ରୀ)