ପିତ୍ତ ପ୍ରକୃତି
ଦେଖଣା
ପିତ୍ତ ପ୍ରକୃତି
ଉଚ୍ଚାରଣ
[ସମ୍ପାଦନା](ପିତ୍ତପ୍ରକୃତିକ—ପୁଂ. ଅନ୍ୟରୂପ)
(ପିତ୍ତ ପ୍ରକୃତିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -(ବହୁବ୍ରୀହି; ପିତ୍ତ+ପ୍ରକୃତି)
[ସମ୍ପାଦନା]ଯେଉଁ ବ୍ୟକ୍ତିଠାରେ ପିତ୍ତ ଧାତୁର ଆଧିକ୍ୟ ଥାଏ —Of bilious temperament.
[ଦ୍ରଷ୍ଟବ୍ୟ —ଏମାନଙ୍କୁ ଖୁବ୍ କ୍ଷୁଧା ଓ ଶୋଷ ହୁଏ; ଏମାନଙ୍କ ବର୍ଣ୍ଣ ଗୋରା, ଲେଡ଼ି ଓ ତଳିପା ଓମୁଖ ରକ୍ତାଭ, ଆଖି ଚିଲା ଓ କେଶ କହରା ହୁଏ ଓ ଦେହରେ ଲୋମ କମ୍ ଥାଏ]