Jump to content

ପିତ୍ର୍ୟ

ଉଇକିଅଭିଧାନ‌ରୁ

ପିତ୍ର୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପିତୃ+ଯ)

[ସମ୍ପାଦନା]
୧. ପୈତୃକ — ୧. Paternal; ancestral.
୨. ପିତାଙ୍କଠାରୁ ପ୍ରାପ୍ତ —୨. Inherited from father.
୩. ପିତୃଗଣ ନିମନ୍ତେ ଉତ୍ସୃଷ୍ଟ — ୩. Dedicated to the manes.
୪. ଶ୍ରାଦ୍ଧ ତର୍ପଣାଦି ପିତୃକର୍ମରେ ପ୍ରଶସ୍ତ — ୪. Sacred to the manes.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦଦେଇ, ଜ୍ୟେଷ୍ଠ ତାତ, ଜ୍ୟେଷ୍ଠ ପିତୃବ୍ୟ, ଦେଡ଼ୁତା —୧. Father's elder brother.


୨. ମାଷ; ବିରି —୨. A kin do kidney bean.
୩. ମଧୁ —୩. Honey.
୪. ପୁତୃତୀର୍ଥ; ଅଙ୍ଗୁଳୀ ଓ ତର୍ଜନା ମୁଳ ମଧ୍ୟସ୍ଥ ପରତଳ — ୪. The portion of a palm of hand between the root of the index finger and that of the thumb.
୫. ବଡ ଭାଇ (ହିନ୍ଦୀ - ଶ) —୫. elder brother.