Jump to content

ପିଧାନ

ଉଇକିଅଭିଧାନ‌ରୁ

ପିଧାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅପି=ନିଶ୍ଚିତ ରୂପେ+ଧା ଧାତୁ=ଧାରଣା କରିବା+ ଭାବ. ଅନ)

[ସମ୍ପାଦନା]
୧. ଅପିଧାନ; ଆଚ୍ଛାଦନ; ଆବରଣ — ୧. A Cover.

ବକ୍କଳ ପିଧାନ ପୁଣି ଶାଖା ରଞ୍ଜନରେ—ଭଞ୍ଜ. ବୈଦେହୀଶଳାସ

୨. (+କରଣ. ଅନ) ଢାଙ୍କୁଣୀ —୨. Lid.
୩. ଘୋଡ଼ଣୀ —୩. A covering.
୪. ଖଣ୍ଡାର ଖାପ; ଅସିକୋଷ —୪. Sheath.

କଟି ଦେଶେ ବିଳମ୍ୱିତ କଟାରୀ ପିଧାନେ ରାଧାନାଥ. ମହାଯାତ୍ରା

୫. ଆବରଣ; ବସ୍ତ୍ର; ରେପର — ୫. Wrapper. winding sheet.
୬. ଅଙ୍ଗରଖା; କୁର୍ତ୍ତା —୬. Coat; over coat.
୭. ପଲମ; ପିହାଣ; ତେଲଉଣୀ — ୭. A pan or lid for an earthen pot.