Jump to content

ପିନାକ

ଉଇକିଅଭିଧାନ‌ରୁ

ପିନାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପା ଧାତୁ=[ଦଗତ୍] ରକ୍ଷା କରିବା+କର୍ତ୍ତୃ. ଅକ; ଯାହା ଜଗତକୁ ରକ୍ଷା କରେ)

[ସମ୍ପାଦନା]
୧. ଶିବଧନୁ — ୧. The bow used by Ṡiba.
୨. ଶିବଙ୍କ ତ୍ରିଶୁଳ — ୨. The trident of Ṡiba.
୩. ଶିବଙ୍କର ଧନ୍ୱାକାର ବାଦ୍ୟଯନ୍ତ୍ —୩. A bow-shaped musical instrument by Ṡiba.

[ ଦ୍ର—ଏହାକୁ ଶିବ ଯୁଦ୍ଧ ସମୟରେ ଧନୁରୁପେ ଓ ନୃତ୍ୟ — କାଳରେ ବାଦ୍ୟରୂପେ ବ୍ୟବହାର କରନ୍ତି]

୪. ଧୂଳି ବିଷ୍ଟ; ପାଂଶୁବୃଷ୍ଟି — ୪. A shower of dust.
୫. ନୀଳ ଅଭ୍ର (ହିନ୍ଦୀ - ଶ) —୫. Blue mica.