Jump to content

ପିନାକୀ

ଉଇକିଅଭିଧାନ‌ରୁ

ପିନାକୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପିନାକ+ଇନ୍; ୧ମା ୧ବ.)

[ସମ୍ପାଦନା]
୧. ଶିବ; ମହାଦେବ —୧. Ṡiba.


୨. ଧନ୍ୱାକୃତି ସପ୍ତତନ୍ତ୍ରବିଶିଷ୍ଟ ବାଦ୍ୟଯନ୍ତ୍ରବିଶେଷ — ୨. A kind of musical instrument.

ତାଳ ମୃଦଙ୍ଗ ବେଣୁ ବୀଣା ପିନାକୀ ରବା ତମ୍ୱୋରା ସେ ଘେନି— ପ୍ରତାପ. ଶଶିସେଣା