Jump to content

ପିନିସ

ଉଇକିଅଭିଧାନ‌ରୁ

ପିନିସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପିନସ୍, ପିନାସ, ପିନାସୀ, ପିନିସି, ପେନିସ, ପେନିସୀଅନ୍ୟରୁପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀନସ; ପୂତିନସ୍ୟ)

[ସମ୍ପାଦନା]

ନାକର ଅର୍ଶରୋଗ — Polipus of the nose; atrophic rinites.

[ ଦ୍ର—ଏଥିରେ ନାସାରନ୍ଧ୍ରରେ ଖାଆ ହୁଏ, ନାକରୁ ରକ୍ତସ୍ରାବ ହୁଏ, ଘ୍ରାଣ ଶକ୍ତି ଲୋପ ପାଏ ଓ ନାକ ରନ୍ଧ୍ର ମାଂସ ଓ ପୂଜରେ ଭର୍ତ୍ତି ହୋଇ ଶେଷକୁ ନାକ ଛିଣ୍ଡିପଡ଼େ]