ପିନ୍ଧାଇ ଦେବା
ଅନ୍ୟ ଲୋକର ଦେହରେ ବସ୍ତ୍ରାଦି ଆବରଣ କରିବା — To cloth another person.
(ଯଥା—ତାଙ୍କ ବିଭାଘରକୁ ମୋତେ ନିମନ୍ତ୍ରଣ କରି ସେ ମୋତେ ଯୋଡ଼େ ପାଟ ଖଦି ପିନ୍ଧାଇଦେଲେ)